ପରମଗତି ଲାଗି ପ୍ରାର୍ଥନା
ମହାମାରୀ କୋଭିଡ୍-୧୯ର କରାଳ ଛାୟା ଭିତରେ ୨୦୨୦ ମସିହା ପରମପିତାଙ୍କ ଦୟାରୁ ଆମେ ଅତିକ୍ରମ କରିଛୁ। ଏହି ବର୍ଷକ ଭିତରେ ବୟସାଧିକ୍ୟ ତଥା ନାନା କାରଣରୁ ଆମେ ଆମର ଅନେକ ପ୍ରବୀଣ କର୍ମୀଙ୍କୁ ହରାଇଛୁ। ‘ତର୍ପଣ’ ପରିବାର ସେମାନଙ୍କୁ ସଶ୍ରଦ୍ଧ ପ୍ରଣତି ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନଙ୍କ ଆତ୍ମା ଯେପରି ପରମପିତାଙ୍କ ଚରଣରେ ରହି ନିୟତ ଶାନ୍ତି, ସ୍ବସ୍ତି ଓ ସଦ୍ଗତି ଲାଭ କରନ୍ତି, ଏହି କାମନା କରୁଛୁ। ସେମାନେ ହେଲେ:
- ପୂର୍ଣ୍ଣଚନ୍ଦ୍ର ନାୟକ, ସ.ପ୍ର.ଋ. ଭୁବନେଶ୍ବର (୨୨.୦୪.୧୯୨୯-୦୬.୦୧.୨୦୨୦)
- ରତ୍ନାକର ମହାନ୍ତି, ସ.ପ୍ର.ଋ., ଖଇରା, ବାଲେଶ୍ବର (୨୬.୦୧.୧୯୫୪-୦୮.୦୧.୨୦୨୦)
- ଜନ୍ମେଜୟ ମହତା, ସ.ପ୍ର.ଋ., ରାଜନଗର, କେନ୍ଦ୍ରାପଡ଼ା (ଜୁଲାଇ ୧୯୪୭- ୧୦.୦୧.୨୦୨୦)
- ସଂକର୍ଷଣ ଯୋଷୀ, ସ.ପ୍ର.ଋ., ବଲାଙ୍ଗୀର (୧୧.୧୦.୧୯୪୪- ୧୭.୦୧.୨୦୨୦)
- ପୁରୁଷୋତ୍ତମ ଚୌଧୁରୀ, ସ.ପ୍ର.ଋ. (୩୧.୦୧.୧୯୨୮ – ୦୬.୦୨.୨୦୨୦)
- ମୋହନ ଚରଣ ନାୟକ, ସ.ପ୍ର.ଋ., ଭିଙ୍ଗାରପୁର, ଖୋର୍ଦ୍ଧା (୦୧.୦୩.୧୯୪୩ – ୧୪.୦୨.୨୦୨୦)
- ଗତିକୃଷ୍ଣ ରାଉତ, ସ.ପ୍ର.ଋ., ମାଣପୁର, ଢେଙ୍କାନାଳ (୨୦.୦୮.୧୯୪୮ – ୨୧.୦୨.୨୦୨୦)
- ମାନସ ରଞ୍ଜନ ସେନାପତି, ସ.ପ୍ର.ଋ., ଗୁଣୁପୁର, ରାୟଗଡ଼ା (୦୬.୦୬.୧୯୬୪ – ୦୧.୦୪.୨୦୨୦)
- ଯୁଗଳ କିଶୋର ସେଠ, ସ.ପ୍ର.ଋ., ଗାଈସିଲଟ, ବରଗଡ଼ (୦୩.୦୩.୧୯୪୪ – ୨୭.୦୫.୨୦୨୦)
- ଗୋପୀନାଥ ସାହୁ, ସ.ପ୍ର.ଋ., କଟକ (୨୮.୦୧.୧୯୪୮ – ୩୦.୦୬.୨୦)
- ଶେଷଦେବ ପଟ୍ଟନାୟକ, ସ.ପ୍ର.ଋ., ଭଞ୍ଜନଗର, ଗଞ୍ଜାମ (୨୫.୦୪.୧୯୫୧ – ୦୬.୦୭.୨୦୨୦)
- ସହଦେବ ସ୍ବାଇଁ, ସ.ପ୍ର.ଋ., ଅନୁଗୋଳ (୨୪.୦୮.୧୯୪୮ – ୧୩.୦୭.୨୦୨୦)
- ଜଳଧର ମୁଦୁଲି, ସ.ପ୍ର.ଋ., ଢେଙ୍କାନାଳ (୩୧.୦୮.୧୯୪୨ – ୧୨.୦୯.୨୦୨୦)
- ଲଳିତ କୁମାର ତ୍ରିପାଠୀ, ସ.ପ୍ର.ଋ., ସମ୍ବଲପୁର (୦୫.୦୫.୧୯୪୫ – ୧୪.୦୯.୨୦୨୦)
- ଗିରିଧାରୀ ଜେନା, ସ.ପ୍ର.ଋ., ଅମିରାବାଦ, କେନ୍ଦ୍ରାପଡ଼ା (୧୨.୧୧.୧୯୩୭ – ୨୦.୦୯.୨୦୨୦)
- ଅଦ୍ବୈତ ପ୍ରସାଦ ବେହେରା, ସ.ପ୍ର.ଋ., ଜଗତ୍ସିଂହପୁର (୧୭.୦୯.୧୯୫୩ – ୨୪.୧୦.୨୦୨୦)
- ବଂଶୀଧର ସାହୁ, ସ.ପ୍ର.ଋ., ରାଜକନିକା, କେନ୍ଦ୍ରାପଡ଼ା (୨୩ ଶ୍ରାବଣ ୧୯୫୦ – ୨୭.୦୯.୨୦୨୦)
- ଡ. ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସ.ପ୍ର.ଋ. ସୋରୋ (୨୪.୧୨.୫୦/୧୫.୧୧.୬୦ – ୦୬.୧୦.୨୦୨୦)
- ପ୍ରଶାନ୍ତ କୁମାର ମହାପାତ୍ର, ସ.ପ୍ର.ଋ., ପାରାଦୀପ (୧୯.୧୧.୧୯୫୮ – ୧୨.୧୦.୨୦୨୦)
- ସନାତନ ଶତପଥୀ, ସ.ପ୍ର.ଋ., ଆନନ୍ଦପୁର, କେନ୍ଦୁଝର (୨୩.୦୫.୧୯୪୩ – ୧୯.୧୧.୨୦୨୦)
- ସହଦେବ ବିଶ୍ବାଳ, ସ.ପ୍ର.ଋ., ଭୁବନେଶ୍ବର (୦୯.୦୧.୧୯୪୯ – ୨୧.୧୧.୨୦୨୦)
- ଦିଲେଶ୍ବର ସାହୁ, ସ.ପ୍ର.ଋ., ପାଲଲହଡ଼ା ( ୦୧.୦୪.୧୯୫୩ – ୨୨.୧୧.୨୦୨୦)
- ନରେନ୍ଦ୍ର ମହାପାତ୍ର, ସ.ପ୍ର.ଋ., ଜଟଣୀ, ଖୋର୍ଦ୍ଧା (୦୫.୦୬.୧୯୪୯ – ୧୮.୧୨.୨୦୨୦)
- ରବୀନ୍ଦ୍ରନାଥ ମହାରଣା, ସ.ପ୍ର.ଋ., ନର୍ଲା, କଳାହାଣ୍ଡି (୦୫.୦୯.୧୯୫୪ – ୧୬.୦୧.୨୦୨୦)
- ପ୍ରମୋଦ କୁମାର ଜେନା, ଅଧ୍ବର୍ଯ୍ୟୁ, କଟକ, (୧୬.୦୬.୧୯୭୧ – ୦୭.୦୯.୨୦୨୦)
- ବାବାଜି ଚରଣ ରାଉତ, ଅଧ୍ବର୍ଯ୍ୟୁ, ଭବାନୀପାଟଣା (୦୫.୧୦.୧୯୫୨ – ୨୦.୧୧.୨୦୨୦)
- ଭରତ ଚନ୍ଦ୍ର ଭୂତିଆ, ଅଧ୍ବର୍ଯ୍ୟୁ, ଢେଙ୍କାନାଳ (୨୨.୦୫.୧୯୬୪ – ୨୪.୦୮.୨୦୨୦)
- କୁଞ୍ଜବିହାରୀ ବରାଳ, ଅଧ୍ବର୍ଯ୍ୟୁ, ପାଣିମାଣ୍ଡୋ, କଟକ (୧୦.୦୧.୧୯୪୧ – ୦୮.୦୪.୨୦୨୦)
- ଧର୍ମାନନ୍ଦ ରଥ, ଯାଜକ, କଟକ (୧୦.୧୧.୧୯୪୯ – ୨୯.୦୯.୨୦୨୦)
- ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଯାଜକ, ଗଞ୍ଜାମ (୩୦.୦୫.୧୯୬୭ – ୧୪.୧୦.୨୦୨୦)
- ପ୍ରହ୍ଲାଦ ବାରିକ, ଯାଜକ, ବନମାଳୀପୁର (୧୧.୦୧.୧୯୩୭ – ୨୧.୧୦.୨୦୨୦)
- ବେଣୁଧର ଚାନ୍ଦ, ଯାଜକ, ଭୁବନେଶ୍ବର (୦୪.୦୮.୧୯୪୮ – ୨୮.୧୧.୨୦୨୦)
- ଲକ୍ଷ୍ମୀଧର ସାହୁ, ଯାଜକ, ଭୁବନେଶ୍ବର (୦୨.୦୪.୧୯୬୧ – ୨୦.୧୨.୨୦୨୦)
- ଦେବେନ୍ଦ୍ରନାଥ ବେବର୍ତ୍ତା, ଯାଜକ, ଗଞ୍ଜାମ (୧୦.୦୧.୧୯୪୩ – ୧୭.୦୮.୨୦୨୦)