ପରମଗତି ଲାଗି ପ୍ରାର୍ଥନା

ମହାମାରୀ କୋଭିଡ୍-୧୯ର କରାଳ ଛାୟା ଭିତରେ ୨୦୨୦ ମସିହା ପରମପିତାଙ୍କ ଦୟାରୁ ଆମେ ଅତିକ୍ରମ କରିଛୁ। ଏହି ବର୍ଷକ ଭିତରେ ବୟସାଧିକ୍ୟ ତଥା ନାନା କାରଣରୁ ଆମେ ଆମର ଅନେକ ପ୍ରବୀଣ କର୍ମୀଙ୍କୁ ହରାଇଛୁ। ‘ତର୍ପଣ’ ପରିବାର ସେମାନଙ୍କୁ ସଶ୍ରଦ୍ଧ ପ୍ରଣତି ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନଙ୍କ ଆତ୍ମା ଯେପରି ପରମପିତାଙ୍କ ଚରଣରେ ରହି ନିୟତ ଶାନ୍ତି, ସ୍ବସ୍ତି ଓ ସଦ୍‌ଗତି ଲାଭ କରନ୍ତି, ଏହି କାମନା କରୁଛୁ। ସେମାନେ ହେଲେ: 

  • ପୂର୍ଣ୍ଣଚନ୍ଦ୍ର ନାୟକ, ସ.ପ୍ର.ଋ. ଭୁବନେଶ୍ବର (୨୨.୦୪.୧୯୨୯-୦୬.୦୧.୨୦୨୦)
  • ରତ୍ନାକର ମହାନ୍ତି, ସ.ପ୍ର.ଋ., ଖଇରା, ବାଲେଶ୍ବର (୨୬.୦୧.୧୯୫୪-୦୮.୦୧.୨୦୨୦)
  • ଜନ୍ମେଜୟ ମହତା, ସ.ପ୍ର.ଋ., ରାଜନଗର, କେନ୍ଦ୍ରାପଡ଼ା (ଜୁଲାଇ ୧୯୪୭- ୧୦.୦୧.୨୦୨୦)
  • ସଂକର୍ଷଣ ଯୋଷୀ, ସ.ପ୍ର.ଋ., ବଲାଙ୍ଗୀର (୧୧.୧୦.୧୯୪୪- ୧୭.୦୧.୨୦୨୦)
  • ପୁରୁଷୋତ୍ତମ ଚୌଧୁରୀ, ସ.ପ୍ର.ଋ. (୩୧.୦୧.୧୯୨୮ – ୦୬.୦୨.୨୦୨୦)
  • ମୋହନ ଚରଣ ନାୟକ, ସ.ପ୍ର.ଋ., ଭିଙ୍ଗାରପୁର, ଖୋର୍ଦ୍ଧା (୦୧.୦୩.୧୯୪୩ – ୧୪.୦୨.୨୦୨୦)
  • ଗତିକୃଷ୍ଣ ରାଉତ, ସ.ପ୍ର.ଋ., ମାଣପୁର, ଢେଙ୍କାନାଳ (୨୦.୦୮.୧୯୪୮ – ୨୧.୦୨.୨୦୨୦)
  • ମାନସ ରଞ୍ଜନ ସେନାପତି, ସ.ପ୍ର.ଋ., ଗୁଣୁପୁର, ରାୟଗଡ଼ା (୦୬.୦୬.୧୯୬୪ – ୦୧.୦୪.୨୦୨୦)
  • ଯୁଗଳ କିଶୋର ସେଠ, ସ.ପ୍ର.ଋ., ଗାଈସିଲଟ, ବରଗଡ଼ (୦୩.୦୩.୧୯୪୪ – ୨୭.୦୫.୨୦୨୦)
  • ଗୋପୀନାଥ ସାହୁ, ସ.ପ୍ର.ଋ., କଟକ (୨୮.୦୧.୧୯୪୮ – ୩୦.୦୬.୨୦)
  • ଶେଷଦେବ ପଟ୍ଟନାୟକ, ସ.ପ୍ର.ଋ., ଭଞ୍ଜନଗର, ଗଞ୍ଜାମ (୨୫.୦୪.୧୯୫୧ – ୦୬.୦୭.୨୦୨୦)
  • ସହଦେବ ସ୍ବାଇଁ, ସ.ପ୍ର.ଋ., ଅନୁଗୋଳ (୨୪.୦୮.୧୯୪୮ – ୧୩.୦୭.୨୦୨୦)
  • ଜଳଧର ମୁଦୁଲି, ସ.ପ୍ର.ଋ., ଢେଙ୍କାନାଳ (୩୧.୦୮.୧୯୪୨ – ୧୨.୦୯.୨୦୨୦)
  • ଲଳିତ କୁମାର ତ୍ରିପାଠୀ, ସ.ପ୍ର.ଋ., ସମ୍ବଲପୁର (୦୫.୦୫.୧୯୪୫ – ୧୪.୦୯.୨୦୨୦)
  • ଗିରିଧାରୀ ଜେନା, ସ.ପ୍ର.ଋ., ଅମିରାବାଦ, କେନ୍ଦ୍ରାପଡ଼ା (୧୨.୧୧.୧୯୩୭ – ୨୦.୦୯.୨୦୨୦)
  • ଅଦ୍ବୈତ ପ୍ରସାଦ ବେହେରା, ସ.ପ୍ର.ଋ., ଜଗତ୍‌ସିଂହପୁର (୧୭.୦୯.୧୯୫୩ – ୨୪.୧୦.୨୦୨୦)
  • ବଂଶୀଧର ସାହୁ, ସ.ପ୍ର.ଋ., ରାଜକନିକା, କେନ୍ଦ୍ରାପଡ଼ା (୨୩ ଶ୍ରାବଣ ୧୯୫୦ – ୨୭.୦୯.୨୦୨୦)
  • ଡ. ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସ.ପ୍ର.ଋ. ସୋରୋ (୨୪.୧୨.୫୦/୧୫.୧୧.୬୦ – ୦୬.୧୦.୨୦୨୦)
  • ପ୍ରଶାନ୍ତ କୁମାର ମହାପାତ୍ର, ସ.ପ୍ର.ଋ., ପାରାଦୀପ (୧୯.୧୧.୧୯୫୮ – ୧୨.୧୦.୨୦୨୦)
  • ସନାତନ ଶତପଥୀ, ସ.ପ୍ର.ଋ., ଆନନ୍ଦପୁର, କେନ୍ଦୁଝର (୨୩.୦୫.୧୯୪୩ – ୧୯.୧୧.୨୦୨୦)
  • ସହଦେବ ବିଶ୍ବାଳ, ସ.ପ୍ର.ଋ., ଭୁବନେଶ୍ବର (୦୯.୦୧.୧୯୪୯ – ୨୧.୧୧.୨୦୨୦)
  • ଦିଲେଶ୍ବର ସାହୁ, ସ.ପ୍ର.ଋ., ପାଲଲହଡ଼ା ( ୦୧.୦୪.୧୯୫୩ – ୨୨.୧୧.୨୦୨୦)
  • ନରେନ୍ଦ୍ର ମହାପାତ୍ର, ସ.ପ୍ର.ଋ., ଜଟଣୀ, ଖୋର୍ଦ୍ଧା (୦୫.୦୬.୧୯୪୯ – ୧୮.୧୨.୨୦୨୦)
  • ରବୀନ୍ଦ୍ରନାଥ ମହାରଣା, ସ.ପ୍ର.ଋ., ନର୍ଲା, କଳାହାଣ୍ଡି (୦୫.୦୯.୧୯୫୪ – ୧୬.୦୧.୨୦୨୦)
  • ପ୍ରମୋଦ କୁମାର ଜେନା, ଅଧ୍ବର୍ଯ୍ୟୁ, କଟକ, (୧୬.୦୬.୧୯୭୧ – ୦୭.୦୯.୨୦୨୦)
  • ବାବାଜି ଚରଣ ରାଉତ, ଅଧ୍ବର୍ଯ୍ୟୁ, ଭବାନୀପାଟଣା (୦୫.୧୦.୧୯୫୨ – ୨୦.୧୧.୨୦୨୦)
  • ଭରତ ଚନ୍ଦ୍ର ଭୂତିଆ, ଅଧ୍ବର୍ଯ୍ୟୁ, ଢେଙ୍କାନାଳ (୨୨.୦୫.୧୯୬୪ – ୨୪.୦୮.୨୦୨୦)
  • କୁଞ୍ଜବିହାରୀ ବରାଳ, ଅଧ୍ବର୍ଯ୍ୟୁ, ପାଣିମାଣ୍ଡୋ, କଟକ (୧୦.୦୧.୧୯୪୧ – ୦୮.୦୪.୨୦୨୦)
  • ଧର୍ମାନନ୍ଦ ରଥ, ଯାଜକ, କଟକ (୧୦.୧୧.୧୯୪୯ – ୨୯.୦୯.୨୦୨୦)
  • ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଯାଜକ, ଗଞ୍ଜାମ (୩୦.୦୫.୧୯୬୭ – ୧୪.୧୦.୨୦୨୦)
  • ପ୍ରହ୍ଲାଦ ବାରିକ, ଯାଜକ, ବନମାଳୀପୁର (୧୧.୦୧.୧୯୩୭ – ୨୧.୧୦.୨୦୨୦)
  • ବେଣୁଧର ଚାନ୍ଦ, ଯାଜକ, ଭୁବନେଶ୍ବର (୦୪.୦୮.୧୯୪୮ – ୨୮.୧୧.୨୦୨୦)
  • ଲକ୍ଷ୍ମୀଧର ସାହୁ, ଯାଜକ, ଭୁବନେଶ୍ବର (୦୨.୦୪.୧୯୬୧ – ୨୦.୧୨.୨୦୨୦)
  • ଦେବେନ୍ଦ୍ରନାଥ ବେବର୍ତ୍ତା, ଯାଜକ, ଗଞ୍ଜାମ (୧୦.୦୧.୧୯୪୩ – ୧୭.୦୮.୨୦୨୦)
You might also like