ଶ୍ରୀଶ୍ରୀଠାକୁରଙ୍କ ବାଣୀ

ଧୃତି ବିଧାୟନା

ତୁମେ ଯେଉଁଠି ଦୀକ୍ଷା ନେଇଥାଅନା କାହିଁକି, ବା ଯେଉଁ ମନ୍ତ୍ରରେ ହିଁ ଦୀକ୍ଷା ନେଇଥାଅ ନା କାହିଁକି, ସେ ଯଦି ଆଚାର୍ଯ୍ୟ, ତତ୍ତ୍ୱଦ୍ରଷ୍ଟା, ବୈଶିଷ୍ଟ୍ୟପାଳୀ ଆପୂରୟମାଣ ହୋଇଥା’ନ୍ତି ଦୁନିଆରେ ଏଭଳି ଯେତେ ଯିଏ ଥା’ନ୍ତୁ ନା କାହିଁକି, ସେମାନଙ୍କ ଭିତରେ ସ୍ତର-ଭେଦ ଥିଲେ ବି ବିଭିନ୍ନ…
ଅଧିକ ପଢନ୍ତୁ...

ଶ୍ରୀଶ୍ରୀଠାକୁରଙ୍କ ବିଚରିତ କବିତା

ସରସ୍ୱତୀ ବନ୍ଦନା ଓ ହୃଦୟ-ଗଗନ ମଧ୍ୟେ ତୁମେ ମମ ଧ୍ରୁବତାରା

ସରସ୍ୱତୀ ବନ୍ଦନା ଆସ ଶ୍ୱେତାଙ୍ଗିନୀ ସୁନ୍ଦରୀ ବାକ୍-ବାଦିନୀ । ଆସ ମଣିମାଳାଶୋଭିନୀ ବୀଣାପାଣି ।। ଆସ କମଳଦଳବାସିନୀ ସରସ୍ୱତୀ । ଏ ସନ୍ତାନେ ଦିଅ ମାଗୋ ଶୁଭମତି ।। ମୁଁ ଅଧମ ଜ୍ଞାନହୀନ ହୀନମତି । ଆସ ସ୍ନେହରେ କୃପା କରି ମା‘ ଭାରତୀ ।। ନାହିଁ ସମ୍ବଳ ହୃଦବଳ ହୀନ…
ଅଧିକ ପଢନ୍ତୁ...

ଶ୍ରୀଶ୍ରୀପୁରୁଷୋତ୍ତମାଷ୍ଟକ ସ୍ତୋତ୍ରମ୍

ଶ୍ରୀଶ୍ରୀବଡ଼ଦା

ଜ୍ଞାନାଗ୍ନିଦଗ୍ଧମୋହଂ ବିଜିତରିପୁଦଳଂ ଦୀପ୍ତପୌରୁଷଜୁଷ୍ଟମ୍ସନ୍ମାର୍ଗଦର୍ଶନାର୍ଥଂ କଳିହତଜନୁଷାଂ ସତ୍ସଙ୍ଗଂ କଳ୍ପୟନ୍ତମ୍ ।ବୈରାଗ୍ୟଯୋଗସିଦ୍ଧଂ ଚରିତମୁନିମତଂ ବିଶ୍ୱବନ୍ଦ୍ୟଂ ମହାନ୍ତମ୍ବନ୍ଦେଽନୁକୂଳଚନ୍ଦ୍ରଂ ଭୁବନଭୟହରଂ ମୋକ୍ଷଦଞ୍ଚେଷ୍ଟଦେବମ୍ ।୧ା
ଅଧିକ ପଢନ୍ତୁ...

ବିଜ୍ଞାନ-ବିଭୂତି

ଶ୍ରୀଶ୍ରୀ ବଡ଼ଦାଙ୍କ ଶ୍ରୀହସ୍ତ ଲିଖିତ ‘ବିଜ୍ଞାନ-ବିଭୂତି’ ଗ୍ରନ୍ଥର ମୁଖବନ୍ଧ

ଜୀବନ-ତୃଷ୍ଣା ମଣିଷକୁ ନିୟତ ହିଁ ଜୀବନର ବାଧା ଅପସାରଣ ଓ ସହାୟ-ସମ୍ପଦ ବୃଦ୍ଧିର ଚେଷ୍ଟାରେ ଉଦ୍ୟତ କରି ରଖେ । ଜୀବନର ପ୍ରଧାନ ଅନ୍ତରାୟ ହେଲା ଅଜ୍ଞତା-ଜନିତ ଅକ୍ଷମତା। ଜଗତରେ ପଦେ-ପଦେ ଦଶଦିଗରୁ ଜୀବନର ପରିପନ୍ଥୀ ଶକ୍ତି ଆସି ଅସ୍ତିତ୍ୱଉପରେ ଆକ୍ରମଣ କରି ତାହାକୁ ବିବ୍ରତ ଓ ବିଧ୍ୱସ୍ତ…
ଅଧିକ ପଢନ୍ତୁ...

ଦୀକ୍ଷା ଦିଅନ୍ତି ଶ୍ରୀଶ୍ରୀଠାକୁର

କର୍ମୀ ସମ୍ମିଳନୀରେ ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଉଦବୋଧନ

ଦୁର୍ଗାନାଥ ସାନ୍ନ୍ୟାଲ୍ ଥରେ ମୋତେ ଗୋଟିଏ ଗଳ୍ପ କହିଥିଲେ । ସେତେବେଳେ ମୋ ବୟସ କମ୍ । ଏକ ସମୟରେ ଠାକୁରଙ୍କ ଘରେ ସେ (ଦୁର୍ଗାନାଥ ସାନ୍ନ୍ୟାଲ) ଓ ଅନନ୍ତ ମହାରାଜ ସାରା ରାତି ବସି ନାମ କରୁଥାନ୍ତି । ଠାକୁର ଶୋଇଥାନ୍ତି । ସେମାନେ ବି ତାହା ହିଁ ଭାବୁଥାନ୍ତି । ନାମ କରୁ କରୁ ଯେଉଁ…
ଅଧିକ ପଢନ୍ତୁ...

ଆଲୋକ-ବର୍ତ୍ତିକା

ପୂଜ୍ୟପାଦ ବାବାଇଦା’ଙ୍କ ଶ୍ରୀମୁଖନିସୃତ ଉପଦେଶାବଳୀ

ପିଲାମାନେ ବାପାମା’ଙ୍କ ସହିତ ସବୁକଥା ଶେୟାର କରିବା ଦରକାର ଦିନ ସାଢ଼େ ଏଗାରଟା ପରେ ପୂଜନୀୟ ବାବାଇଦା ଗ୍ରାଫିକ୍ସକୁ ଆସିଛନ୍ତି । କଲିକତା ବେଲଘରିଆରୁ ଆଗତ ସସ୍ତ୍ରୀକ ଶ୍ରୀ ଅଚିନ୍ତ୍ୟ ବିଶ୍ୱାସଦା। ତାଙ୍କ ଇଲାକାରେ ଶ୍ରୀଶ୍ରୀଠାକୁରଙ୍କର ଉତ୍ସବ କଥା ତାଙ୍କୁ ନିବେଦନ କରି ସେ ସମ୍ବନ୍ଧରେ…
ଅଧିକ ପଢନ୍ତୁ...

ଆଶୀର୍ବଚନ

ପୂଜନୀୟ ବିଙ୍କିଦା’

ଜୟଗୁରୁ। ସମସ୍ତଙ୍କୁ ମୁଁ ଆନ୍ତରିକ ଶ୍ରଦ୍ଧା, ପ୍ରୀତି, ଆଉ ଶୁଭେଚ୍ଛା ଜଣାଉଛି। ଓଡ଼ିଆ ମୋର ମାତୃଭାଷା ନୁହେଁ ! ଆପଣମାନଙ୍କ ସାନ୍ନିଧ୍ୟରେ ହିଁ ଯେତିକି ସମ୍ଭବ ଏହି ଭାଷା ମୁଁ ଆୟତ୍ତ କରିବାକୁ ଚେଷ୍ଟା କରିଛି। ତେଣୁ, ଭାଷାଗତ ତ୍ରୁଟି ଆପଣମାନେ କ୍ଷମାଦୃଷ୍ଟିରେ ଦେଖିବେ। ସମସ୍ତେ ମୋର…
ଅଧିକ ପଢନ୍ତୁ...

ଶ୍ରୀଶ୍ରୀଠାକୁରଙ୍କ ଦିବ୍ୟଜୀବନ ଓ ଦର୍ଶନ

ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ମହାଜୀବନରୁ କିଞ୍ଚିତ୍

ସାଧାରଣ ମଣିଷର ଜୀବନ ଓ କର୍ମ ଜନ୍ମମୃତ୍ୟୁର ନିର୍ଦ୍ଦିଷ୍ଟ ପରିଧି ମଧ୍ୟରେ ନିବଦ୍ଧ । କିନ୍ତୁ ପରମ ପୁରୁଷ ବା ପୁରୁଷୋତ୍ତମଙ୍କର ଜୀବନ ଅଖଣ୍ଡ, ଅବିଚ୍ଛେଦ୍ୟ ଓ ଚିରନ୍ତନ । ଏହି ମହାନ୍ ଶାଶ୍ୱତ ଜୀବନର ମହତ୍ତ୍ୱ ସହସ୍ର ସହସ୍ର ବର୍ଷର ବ୍ୟବଧାନ ପରେ ମଧ୍ୟ ଭକ୍ତ ତଥା ଈଶ୍ୱରବିଶ୍ୱାସୀ ମଣିଷ…
ଅଧିକ ପଢନ୍ତୁ...

ଶ୍ରୀଶ୍ରୀଠାକୁରଙ୍କ ବାଣୀ

ସ୍ୱାସ୍ଥ୍ୟ ଓ ସଦାଚାର-ସୂତ୍ର

ପଂକ୍ତି-ଭୋଜନ ନ କରିବା ହିଁ ଭଲ, ଯଦି ବି କେଉଁଠି କରିବାକୁ ହୁଏ— ଏତେଟା ଦୂରତ୍ୱ ଅବଲମ୍ବନ କରିବା ଉଚିତ ଯାହାଦ୍ୱାରା ଅନ୍ୟର ଛିଙ୍କ, କାଶ, ଛେପ ତୁମ ଭିତରେ ପରିବେଷିତ ନ ହୁଏ; ସବୁ ସମୟରେ ହିଁ ସଦାଚାରର ସାର୍ଥକ ବ୍ୟବହାରରେ ଯେତେ ହିଁ ଦକ୍ଷ ହୋଇ ଉଠିବ— ଦୁଷ୍ଟ…
ଅଧିକ ପଢନ୍ତୁ...

ଜାତିସ୍ମରତ୍ବ ପ୍ରସଙ୍ଗେ ଶ୍ରୀଶ୍ରୀଠାକୁର

ପୁରୁଷୋତ୍ତମ ପ୍ରସଙ୍ଗେ ଗ୍ରନ୍ଥରୁ ସଂଗୃହୀତ

ଆର୍ଯ୍ୟ ଋଷିମାନଙ୍କର ଦର୍ଶନଲବ୍ଧ ଜ୍ଞାନ କହେ, ପ୍ରତିଟି ଜୀବର ଚେତନସତ୍ତା ବା ଜୀବାତ୍ମା ଅମର ଏବଂ ଅବିନାଶୀ । ଗୀତାରେ ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି– “ନ ଜାୟତେ ମ୍ରିୟତେ ବା କଦାଚିତ୍ ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ/ ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ ନ ହନ୍ୟତେ ହନ୍ୟମାନେ ଶରୀରେ” ।…
ଅଧିକ ପଢନ୍ତୁ...

ଅବଶ୍ୟ ପାଳନୀୟ ସଦାଚାର ଓ ବଞ୍ଚିବା-ବଢ଼ିବାର ଆଚରଣ

ସମ୍ବେଗଶାଳୀ ଏକନିଷ୍ଠ ଇଷ୍ଟପ୍ରାଣତା ହିଁ ହେଉଛି ଶ୍ରେଷ୍ଠ ଆଧ୍ୟାତ୍ମିକ ଶୌଚାଚାର

୧. ଫଳ, ମୂଳ, ପନିପରିବା ବା ଯେଉଁ ସମସ୍ତ ଦ୍ରବ୍ୟ ସିଦ୍ଧ ଅଥବା ରୌଦ୍ରତପ୍ତ ନ କରି ବ୍ୟବହାର କରାଯାଇପାରେ, ତାହା ଉପଯୁକ୍ତ ପ୍ରକାରେ ନ ଧୋଇ କେବେ ବି ଗ୍ରହଣ କରନାହିଁ– କାରଣ, ଅନେକ ଦୁଷ୍ଟ ଜୀବାଣୁ ଏହା ସହିତ ବାହିତ ହୋଇ ତୁମଠାରେ ସଂକ୍ରମିତ ହୋଇ ତୁମକୁ ଏବଂ ତୁମର ପରିବାରକୁ ବିଧ୍ୱସ୍ତ କରି…
ଅଧିକ ପଢନ୍ତୁ...

ଇଷ୍ଟାନୁସରଣ ଓ ଆତ୍ମବିଶ୍ଳେଷଣ

ଶ୍ରୀଶ୍ରୀଠାକୁରଙ୍କ ସହିତ କଥୋପକଥନ

ମଣିଷ ମାତ୍ରେ ହିଁ ନିଜ ମଙ୍ଗଳର ପିଆସୀ ଓ ପ୍ରୟାସୀ । ମଣିଷର ଆକାଂକ୍ଷିତ ମଙ୍ଗଳ ତା’ର ଅଭ୍ୟସ୍ତ ସଂସ୍କାରର ଅନ୍ତରାଳରେ ଥାଏ । ପୁରୁଷୋତ୍ତମ ହିଁ ହେଉଛନ୍ତି ମଣିଷର ଇଷ୍ଟ ଓ ମୂର୍ତ୍ତ ମଙ୍ଗଳର ପ୍ରତୀକ । ତାଙ୍କୁ ନିଃସର୍ତ୍ତଭାବରେ ଅନୁସରଣ କରିବା ଭିତରଦେଇ ମଣିଷର ବିଚ୍ଛିନ୍ନ ଜୀବନ ଓ ଜଗତର…
ଅଧିକ ପଢନ୍ତୁ...

ସୁସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଲାଭର ଉପାୟ

ଶ୍ରୀଶ୍ରୀଠାକୁର

“ଶରୀରମାଦ୍ୟଂ ଖଳୁ ଧର୍ମସାଧନମ୍”– ତେଣୁ ସବୁ ସମୟରେ ସୁସ୍ଥ, ସହନପଟୁ ଓ ଦୀର୍ଘାୟୁ ହେବାର ଏହି ବହୁମୂଲ୍ୟ ନୀତିଗୁଡ଼ିକ ପାଳନ କରିବାକୁ ସଚେଷ୍ଟ ହେବ । ୧- ଇଷ୍ଟଙ୍କ ଠାରେ ସହଜ ଆପ୍ରାଣତା, ତଚ୍ଚିତ୍ତପରାୟଣତା ଓ ତତ୍ପରନିଷ୍ଠ ହୋଇ ତତ୍ସ୍ୱାର୍ଥପରାୟଣତା । ୨- ପାରିପାର୍ଶ୍ବିକ ସେବା,…
ଅଧିକ ପଢନ୍ତୁ...

ଶ୍ରୀଶ୍ରୀଠାକୁରଙ୍କର ବାଣୀ

ସ୍ୱାସ୍ଥ୍ୟ ଓ ସଦାଚାର-ସୂତ୍ର

ବ୍ୟବହାରଯୋଗ୍ୟ କୌଣସି ବସ୍ତୁ ପ୍ରସ୍ତୁତି ସମୟରେ ବିଶେଷତଃ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତି ସମୟରେ ନିଜର ଶରୀର, ହାତ, ଗୋଡ଼, ମୁହଁ, ନାକ ଇତ୍ୟାଦି ବିଶେଷ ଭାବରେ ପରିଷ୍କାର-ପରିଚ୍ଛନ୍ନ କରି ତାହା କରିବାକୁ ଯାଅ, ତୁମର ପରିଧାନର ପରିଚ୍ଛଦ ଏପରି ପରିଚ୍ଛନ୍ନ ହେବା ଦରକାର —…
ଅଧିକ ପଢନ୍ତୁ...

ଇଷ୍ଟାନୁସରଣ ଓ ଆତ୍ମବିଶ୍ଳେଷଣ

ଶ୍ରୀଶ୍ରୀଠାକୁରଙ୍କ ସହିତ କଥୋପକଥନ

ମଣିଷ ମାତ୍ରେ ହିଁ ନିଜ ମଙ୍ଗଳର ପିଆସୀ ଓ ପ୍ରୟାସୀ । ମଣିଷର ଆକାଂକ୍ଷିତ ମଙ୍ଗଳ ତା’ର ଅଭ୍ୟସ୍ତ ସଂସ୍କାରର ଅନ୍ତରାଳରେ ଥାଏ । ପୁରୁଷୋତ୍ତମ ହିଁ ହେଉଛନ୍ତି ମଣିଷର ଇଷ୍ଟ ଓ ମୂର୍ତ୍ତ ମଙ୍ଗଳର ପ୍ରତୀକ । ତାଙ୍କୁ ନିଃସର୍ତ୍ତଭାବରେ ଅନୁସରଣ କରିବା ଭିତରଦେଇ ମଣିଷର ବିଚ୍ଛିନ୍ନ ଜୀବନ ଓ ଜଗତର…
ଅଧିକ ପଢନ୍ତୁ...

ସେବାର ପରିଭାଷା

ଶ୍ରୀଶ୍ରୀଠାକୁର

“ମା’ ସମସ୍ତଙ୍କୁ ଭାତ-ଡାଲି ଚକଟି ଗୁଳାଏ ଲେଖାଁ ହାତରେ ଧରାଇ ଦେଉଥିଲେ । ଏତେ କମ୍ ଖାଇ ବି ସମସ୍ତେ ବେଶ୍ ସୁସ୍ଥ ଥିଲେ । କେତେ କାମ କରିପାରୁଥିଲେ । ଆଗଭଳିଆ କାମ ଆଉ ଏବେ ହେଉନାହିଁ । ସେତେବେଳେ ରାତିରେ କାମ ଜୋରସୋରରେ ଚାଲୁଥିଲା । ସନ୍ଧ୍ୟା ଆଗରୁ ସବୁ ଆଲୁଅ ଜଳାଇ…
ଅଧିକ ପଢନ୍ତୁ...

ପରମଗତି ଲାଗି ପ୍ରାର୍ଥନା

ମହାମାରୀ କୋଭିଡ୍-୧୯ର କରାଳ ଛାୟା ଭିତରେ ୨୦୨୦ ମସିହା ପରମପିତାଙ୍କ ଦୟାରୁ ଆମେ ଅତିକ୍ରମ କରିଛୁ। ଏହି ବର୍ଷକ ଭିତରେ ବୟସାଧିକ୍ୟ ତଥା ନାନା କାରଣରୁ ଆମେ ଆମର ଅନେକ ପ୍ରବୀଣ କର୍ମୀଙ୍କୁ ହରାଇଛୁ। ‘ତର୍ପଣ’ ପରିବାର ସେମାନଙ୍କୁ ସଶ୍ରଦ୍ଧ ପ୍ରଣତି ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ…
ଅଧିକ ପଢନ୍ତୁ...