ଶ୍ରୀଶ୍ରୀଠାକୁରଙ୍କ ବାଣୀ
ଅଚ୍ୟୁତ ଇଷ୍ଟନିଷ୍ଠ ହୁଅ —
ତପଃପ୍ରାଣ ହୁଅ —
ସଂବୁଦ୍ଧ ହୁଅ —
ବୀର୍ଯ୍ୟବାନ୍ ହୁଅ —
ଅକ୍ଳାନ୍ତ ତେଜୀୟାନ ପରିଶ୍ରମୀ ହୁଅ,
ଦାୟିତ୍ୱ ନେଇ ଶିଖ —
ସତ୍-ସମ୍ବର୍ଦ୍ଧନୀ ଯା’ - ତା’ର —
ଆଉ, ତା’ର ଅନୁପୂରଣ ମଧ୍ୟ କର —
ବିହିତ ଭାବେ - ବିହିତ ସମୟରେ
ପ୍ରବୃତ୍ତି-ପରିଚର୍ଯ୍ୟା କରନା —…