Browsing Category

Article

ଦିବ୍ୟ ଆଶୀର୍ବାଣୀ : ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦା

ଜୟଗୁରୁ! ଆମ୍ଭେମାନେ କରୋନାରୁ ମୁକ୍ତି ପାଇଁ ବିଚ୍ଛିନ୍ନ ଜୀବନଯାପନ କରୁଛେ, ଆପଣମାନଙ୍କର ଏଠାକୁ ଆସିବା ସମ୍ଭବ ନୁହେଁ, ମୁଁ ଆପଣମାନଙ୍କୁ କାହାକୁ ଦେଖିପାରୁ ନାହିଁ। ଆପଣମାନେ ମଧ୍ୟ ଆମ୍ଭମାନଙ୍କୁ ଦେଖିପାରୁ ନାହାନ୍ତି, ଏହିଭଳି ଭାବେ ଦିନ କଟିଚାଲିଛି। ବୟସ ବଢ଼ିଯାଇଛି, ମଝିରେ ମଝିରେ ନ…

ପରମ ପୂଜ୍ୟପାଦ ଶ୍ରୀଶ୍ରୀବଡ଼ଦା’ଙ୍କ ଚିଠି

ପରମ କଲ୍ୟାଣୀୟ ମୋର ଦାଦୁ ବାବାଇ, ପରମପିତାଙ୍କ ଆଶୀର୍ବାଦ ଜାଣିବ। ସିପାଇ ଓ ବିଙ୍କିକୁ ଜଣାଇବ। ଘରର ଅନ୍ୟାନ୍ୟ ସମସ୍ତଙ୍କୁ ଜଣାଇବ। ତୁମର ଚିଠି ପାଇ ଖୁବ୍ ଖୁସି ହୋଇଛି- ଖୁବ୍ ଭଲ ଲାଗିଛି ତୁମର ଚିଠି। ଅନେକ ଦିନରୁ ତୁମକୁ ଦେଖିନି- ତୁମେ କେବେ ଆସିବ ମୋ ପାଖକୁ? ସାବଧାନରେ…

ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଉଦବୋଧନ

୨୦୧୬ ମସିହାରେ ୧୦୦ ଦିନର ମହାଦୀକ୍ଷା ପରିକ୍ରମା କାଳରେ ଶ୍ରୀଶ୍ରୀଆଚାର୍ଯ୍ୟଦେବ ଓଡ଼ିଶାର ଅଧିକାଂଶ ସ୍ଥାନରେ ସତଦୀକ୍ଷାରେ ହଜାରହଜାର ଲୋକଙ୍କୁ ଅଭିମନ୍ତ୍ରିତ କରିବା ସହ ଆଶୀର୍ବଚନ ଅ‌ାଶାୟୀ ସମାଗତ ସତସଙ୍ଗୀ ଓ ସତସଙ୍ଗପ୍ରେମୀଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ଏହି ଉଦବୋଧନମାଳା ମଧ୍ୟରୁ…

‘ଠାକୁରମୟତା’ ହିଁ ଆମକୁ ସବୁ ଦିଗରୁ ରକ୍ଷାକରେ

ଆଜିର ଦିନଟି କିନ୍ତୁ ପ୍ରକୃତ ପକ୍ଷେ ଆମର ‘ଏନର୍ଜି ରିନ୍ୟୁ’ (ଶକ୍ତି ନବୀକରଣ) କରିବାର ଦିନ। ଠାକୁର କହିଛନ୍ତି ସଂହତି ଆଣେ ଶକ୍ତି, ଶକ୍ତି ଆଣେ ସମ୍ବର୍ଦ୍ଧନା। ଆଜି ଆମ ନିଜର ସଂହତ ହୋଇ ଉଠିବାର ଦିନ। ସଂହତ ହୋଇ ଉଠିଲେ ହିଁ ତା’ଠାରୁ ଆମେ ଶକ୍ତି ଲାଭ କରିବା। ଏହି ଶକ୍ତି ଆମକୁ…

ନିଛକ ଏକ ନାତିର ଗଳ୍ପ

ପରମ ପୂଜ୍ୟପାଦ ଶ୍ରୀଶ୍ରୀବଡ଼ଦାଙ୍କ ଜନ୍ମ-ଶତବାର୍ଷିକୀ ଉପଲକ୍ଷେ  ଆତ୍ମପ୍ରକାଶ କରିଥିବା ତାଙ୍କ ପରିଜନଙ୍କ ସ୍ମୃତିଚାରଣ ଗ୍ରନ୍ଥ ‘ଆତ୍ମଜନେର କଥା’ରେ ପ୍ରକାଶିତ ଆଲେଖ୍ୟର ଓଡ଼ିଆ ଅନୁବାଦ। ସେ ସମୟରେ ବାବୁମାନେ ଯାହାକୁ ନୟା ସଡ଼କ କହୁଥିଲେ ତା’ ଉପରେ ‘ଷୋଡ଼ଶୀ ଭବନ’ ନାମକ ଘରର ପାଞ୍ଚ ମହଲା…

ଚିନ୍ତା ଓ ଚେତନାଠାରୁ ଊର୍ଦ୍ଧ୍ବରେ ସେ, କେବଳ ଭକ୍ତି ଓ ବିଶ୍ୱାସ ଭିତରଦେଇ ତାଙ୍କୁ ବୁଝିହୁଏ

ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦା ସେତେବେଳେ ଗୌହାଟୀ ସତସଙ୍ଗ ବିହାରରେ ଅବସ୍ଥାନ କରୁଥାନ୍ତି ତାଙ୍କରି ନିର୍ଦ୍ଦେଶରେ ଶିଲଂ ମନ୍ଦିରର କେତେକ ନୂତନ କାର୍ଯ୍ୟ ଚାଲୁଥାଏ। ଅର୍ଥ ସଂକଟରେ ପଡି କର୍ମକର୍ତ୍ତାମାନେ ମନ୍ଦିର କାର୍ଯ୍ୟ ଦ୍ରୁତଗତିରେ କରିପାରୁ ନ ଥାନ୍ତି। ସେମାନଙ୍କର ଅର୍ଥ ସଙ୍କଟ ଦୂର…

ଶ୍ରୀଶ୍ରୀଠାକୁରଙ୍କ ପ୍ରଥମ ଦର୍ଶନରେ ହିଁ ଦୀକ୍ଷା ଗ୍ରହଣ କରିଥିଲେ ଦେଶବନ୍ଧୁ ଚିତ୍ତରଞ୍ଜନ

ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଶ୍ରୀଅରବିନ୍ଦଙ୍କ କନିଷ୍ଠ ଭ୍ରାତା ବାରୀନ୍ ଘୋଷଙ୍କ ଠାରୁ ଶ୍ରୀଶ୍ରୀଠାକୁରଙ୍କ ବିଷୟରେ ଶୁଣିଥିଲେ। ସେତେବେଳେ ହିଁ ଶ୍ରୀଶ୍ରୀଠାକୁରଙ୍କ ସାଥୀରେ ଦେଖା କରିବାର ପ୍ରବଳ ଆଗ୍ରହ ସୃଷ୍ଟି ହୋଇଥିଲା। ମାତ୍ର କାର୍ଯ୍ୟବ୍ୟସ୍ତତା ହେତୁ ସେ ସାକ୍ଷାତ କରିପାରି ନଥିଲେ।…

ଶ୍ରୀଶ୍ରୀଠାକୁରଙ୍କ ଉପରେ ଅତୁଟ ବିଶ୍ୱାସର କଥା

୨୦୧୬ ମସିହାରେ ୧୦୦ ଦିନର ମହାଦୀକ୍ଷା ପରିକ୍ରମା କାଳରେ ଶ୍ରୀଶ୍ରୀ ଆଚାର୍ଯ୍ୟଦେବ ଓଡ଼ିଶାର ଅଧିକାଂଶ ସ୍ଥାନରେ ସତଦୀକ୍ଷାରେ ହଜାରହଜାର ଲୋକଙ୍କୁ ଅଭିମନ୍ତ୍ରିତ କରିବା ସହ ଆଶୀର୍ବଚନ ଅ‌ାଶାୟୀ ସମାଗତ ସତସଙ୍ଗୀ ଓ ସତସଙ୍ଗପ୍ରେମୀଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ଏହି ଉଦବୋଧନ ମାଳା ମଧ୍ୟରୁ…

ନେତାଜୀଙ୍କୁ ପ୍ରଥମ ସାକ୍ଷାତରେ ଶ୍ରୀଶ୍ରୀଠାକୁର ଦେଇଥିଲେ ମଣିଷ ତିଆରିର ମନ୍ତ୍ର

ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କର ପିତା ଜାନକୀନାଥ ବୋଷ ଓ ମାତା ପ୍ରଭାବତୀ ଦେବୀ ଶ୍ରୀଶ୍ରୀଠାକୁରଙ୍କର ଶିଷ୍ୟତ୍ବ ଗ୍ରହଣ କରିଥିଲେ। ସେମାନଙ୍କ ପ୍ରାର୍ଥନାରେ ହିଁ  ୧୯୨୩ ମସିହାରେ ଶ୍ରୀଶ୍ରୀଠାକୁର ଓ ମାତା ମନୋମୋହିନୀ ବହୁ ଭକ୍ତଙ୍କ ସହ ପୁରୀ ଆସି ମାସାଧିକ କାଳ ଅବସ୍ଥାନ କରିଥିଲେ। ଚଳିତ…

ତ୍ରାଣକର୍ତ୍ତା ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦା

୧୯୮୨ ମସିହାର କଥା । ଶ୍ରୀଶ୍ରୀବଡଦା’ ସପରିବାର ଆସିଥାନ୍ତି ପୁରୀ । ସଙ୍ଗରେ ଥାଆନ୍ତି ପୂଜନୀୟା ମା’, ପୂଜନୀୟା ରାଙ୍ଗା ମା’, ଶ୍ରୀଶ୍ରୀଦାଦା ଏବଂ ପରିବାରର ଅନ୍ୟ ସମସ୍ତ ସଦସ୍ୟ । ମୁଁ ଆସିଥାଏ ବାପା (ଗିରିଧାରୀ ନାୟକ ସ.ପ୍ର.ଋ.)ଙ୍କ ସାଙ୍ଗରେ ପୁରୀ । ଆଗରୁ ଶ୍ରୀଶ୍ରୀବଡଦା ଏବଂ…

ଯଜନ ଓ ଯାଜନ: ସତସଙ୍ଗୀର ନିତ୍ୟ କରଣୀୟ

ଦୀକ୍ଷାରେ ସଫଳତା ଲାଭ କରିବାକୁ ଯେଉଁ ଆଚରଣବିଧି ଏବଂ ଚିନ୍ତା, ବାକ୍ୟ, କର୍ମର ନିତ୍ୟ ଅନୁଶୀଳନ କରିବା ଦରକାର, ସେଗୁଡ଼ିକୁ ଶ୍ରୀଶ୍ରୀଠାକୁର ଯଜନ, ଯାଜନ ଓ ଇଷ୍ଟଭୃତି ନାମରେ ଅଭିହିତ କରିଛନ୍ତି । ଯଜନ ମଧ୍ୟରେ ଅଛି ଯଜନ ଓ ଅଧ୍ୟୟନ, ଯାଜନ ମଧ୍ୟରେ ଯାଜନ ଓ ଅଧ୍ୟାପନା ଏବଂ ଇଷ୍ଟଭୃତି ମଧ୍ୟରେ…

ନୌକା ଯେପରି ଦଉଡ଼ି ଦ୍ୱାରା ଟଣା ହୋଇଯାଏ, ଇଷ୍ଟଭୃତି ମଧ୍ୟ ସେହିପରି ମଣିଷକୁ ଟାଣି ନେଇଯାଏ

ଇଷ୍ଟଭୃତି ବିଶେଷ ଭାବରେ ଦୁଇଟି କାରଣ  ପାଇଁ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ହେଲା - ଜୀବନର ଇଷ୍ଟ ଦେବତାଙ୍କ ପୋଷଣ-ପାଳନ, ପୂରଣ କରିବା । ଅନ୍ୟଟି ହେଲା ନିଜର କର୍ମ ନିଷ୍କୃତ ଫଳ ତାଙ୍କୁ ଅର୍ପଣ କରି ସାର୍ଥକ କର୍ମା ହୋଇଉଠିବା । ଏହି ଇଷ୍ଟଭୃତି ସତସଙ୍ଗର ଅନ୍ୟତମ ପ୍ରମୁଖ ବିଧାନ । ପରମ…

ଯୁଗାଚାର୍ଯ୍ୟ ଶ୍ରୀଶ୍ରୀବଡ଼ଦାଙ୍କ ଜୀବନର କିଛି ମହନୀୟ ମୁହୂର୍ତ୍ତ

ବିଶ୍ଵବ୍ରହ୍ମାଣ୍ଡର ମାଲିକ ସ୍ଵୟଂ ପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଜ୍ୟେଷ୍ଠାତ୍ମଜ ଯୁଗାଚାର୍ଯ୍ୟ ପରମ ପୂଜ୍ୟପାଦ ଶ୍ରୀଶ୍ରୀବଡ଼ଦା ଥିଲେ ଭଲପାଇବାର ଏକ ବିଶାଳ ସାଗର। ସେଇ ମହାମାନବଙ୍କ ପ୍ରେମର ପରଶରେ କେତେ ଯେ ମଣିଷ, ପଶୁପକ୍ଷୀ, ବୃକ୍ଷଲତା, କୀଟପତଙ୍ଗ ଧନ୍ୟ ହୋଇ…

ଶ୍ରୀଶ୍ରୀଠାକୁରଙ୍କ ଅମୂଲ୍ୟ ଗ୍ରନ୍ଥରାଜି : ଜୀବନବର୍ଦ୍ଧନର ଚାବିକାଠି

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ତାଙ୍କ ଜୀବନକାଳରେ ଅସଂଖ୍ୟ ବାଣୀ ଓ ପୃଷ୍ଠାର ସାହିତ୍ୟ ଆମକୁ ପ୍ରଦାନ କରିଯାଇଛନ୍ତି । ଏଥିରୁ ଶ୍ରୀଶ୍ରୀଠାକୁରଙ୍କ ଶ୍ରୀହସ୍ତଲିଖିତ ‘ସତ୍ୟାନୁସରଣ’ ଗ୍ରନ୍ଥ, କେତେକ ପତ୍ର ଓ କବିତାକୁ ଛାଡିଦେଲେ ଅନ୍ୟଗୁଡିକ ଶ୍ରୁତଲିଖନ ଅଟେ । ସୃଷ୍ଟିରହସ୍ୟଠାରୁ ଆରମ୍ଭ କରି…

ଶ୍ରୀଶ୍ରୀଠାକୁରଙ୍କ ଅମିୟ ସାନ୍ନିଧ୍ୟ ଲାଭ କରିଥିବା ଓଡ଼ିଶାର କତିପୟ ପୁଣ୍ୟାତ୍ମା

ପୁରୁଷୋତ୍ତମ ଯେତେବେଳେ ନରତନୁ ଧାରଣ କରି ଧୂଳିମାଟିର ଦୁନିଆରେ ଲୀଳା କରନ୍ତି, ସେତେବେଳେ ତାଙ୍କୁ, ଚର୍ମଚକ୍ଷୁରେ ଦର୍ଶନ କରିବା ମଧ୍ୟ ବହୁଜନ୍ମର ପୁଣ୍ୟଫଳରୁ ସମ୍ଭବ ହୋଇଥାଏ । ଶ୍ରୀଶ୍ରୀଠାକୁର କହିଛନ୍ତି- Some realisation is guaranteed to those who have come within the sight…

ଅମୃତ ଉଦ୍ଭିଦ ଥାଲକୁଡ଼ି ସେବନର ତାତ୍ପର୍ଯ୍ୟ

ଧର୍ମ ହେଉଛି ବଞ୍ଚିବା ଏବଂ ବଢିବାର ନିୟମ । ଏହି ବଞ୍ଚିବା ଓ ବଢିବା ପଥରେ ଯେଉଁସବୁ ପ୍ରତିବନ୍ଧକ ସୃଷ୍ଟି ହୁଏ ତାହାକୁ ଅତିକ୍ରମ କରିବା ଜୀବନର ସଂକଳ୍ପ । ମାନବଜୀବନରେ ଏହି ସଂକଳ୍ପକୁ ସଫଳ ରୂପାୟନ କରିବାପାଇଁ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଏକ ସର୍ବଶ୍ରେଷ୍ଠ ପୂର୍ଣ୍ଣାଙ୍ଗ ଏବଂ ସାର୍ବଜନୀନ…

ବିବାହରେ ଗୋତ୍ର ବିଚାର

ବିବାହ ବ୍ୟାପାରରେ କେବଳ ଜାତକ ବିଚାର ନୁହେଁ, ବର୍ଣ୍ଣ, ବଂଶ, ବୟସ, ସ୍ୱାସ୍ଥ୍ୟ, ଚରିତ୍ର, ବିଦ୍ୟା ଓ କର୍ମ ପ୍ରତି ଦୃଷ୍ଟି ଦେବା ସର୍ବାଦୌ କର୍ତ୍ତବ୍ୟ। ଏ ସମ୍ପର୍କରେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଉକ୍ତି ହେଉଛି- “ବିବାହ-ବ୍ୟାପାରେ ସବୁର ଆଗେ ବର୍ଣ୍ଣର ହିସାବ କରିବୁ, ତା’…

ଶ୍ରୀଶ୍ରୀଠାକୁରଙ୍କ ବାଣୀ

ତୁମେ ଯେଉଁଠି ଦୀକ୍ଷା ନେଇଥାଅନା କାହିଁକି, ବା ଯେଉଁ ମନ୍ତ୍ରରେ ହିଁ ଦୀକ୍ଷା ନେଇଥାଅ ନା କାହିଁକି, ସେ ଯଦି ଆଚାର୍ଯ୍ୟ, ତତ୍ତ୍ୱଦ୍ରଷ୍ଟା, ବୈଶିଷ୍ଟ୍ୟପାଳୀ ଆପୂରୟମାଣ ହୋଇଥା’ନ୍ତି ଦୁନିଆରେ ଏଭଳି ଯେତେ ଯିଏ ଥା’ନ୍ତୁ ନା କାହିଁକି, ସେମାନଙ୍କ ଭିତରେ ସ୍ତର-ଭେଦ ଥିଲେ ବି ବିଭିନ୍ନ…

ଶ୍ରୀଶ୍ରୀଠାକୁରଙ୍କ ବିଚରିତ କବିତା

ସରସ୍ୱତୀ ବନ୍ଦନା ଆସ ଶ୍ୱେତାଙ୍ଗିନୀ ସୁନ୍ଦରୀ ବାକ୍-ବାଦିନୀ । ଆସ ମଣିମାଳାଶୋଭିନୀ ବୀଣାପାଣି ।। ଆସ କମଳଦଳବାସିନୀ ସରସ୍ୱତୀ । ଏ ସନ୍ତାନେ ଦିଅ ମାଗୋ ଶୁଭମତି ।। ମୁଁ ଅଧମ ଜ୍ଞାନହୀନ ହୀନମତି । ଆସ ସ୍ନେହରେ କୃପା କରି ମା‘ ଭାରତୀ ।। ନାହିଁ ସମ୍ବଳ ହୃଦବଳ ହୀନ…

ଶ୍ରୀଶ୍ରୀପୁରୁଷୋତ୍ତମାଷ୍ଟକ ସ୍ତୋତ୍ରମ୍

ଜ୍ଞାନାଗ୍ନିଦଗ୍ଧମୋହଂ ବିଜିତରିପୁଦଳଂ ଦୀପ୍ତପୌରୁଷଜୁଷ୍ଟମ୍ସନ୍ମାର୍ଗଦର୍ଶନାର୍ଥଂ କଳିହତଜନୁଷାଂ ସତ୍ସଙ୍ଗଂ କଳ୍ପୟନ୍ତମ୍ ।ବୈରାଗ୍ୟଯୋଗସିଦ୍ଧଂ ଚରିତମୁନିମତଂ ବିଶ୍ୱବନ୍ଦ୍ୟଂ ମହାନ୍ତମ୍ବନ୍ଦେଽନୁକୂଳଚନ୍ଦ୍ରଂ ଭୁବନଭୟହରଂ ମୋକ୍ଷଦଞ୍ଚେଷ୍ଟଦେବମ୍ ।୧ା