Browsing Category
Article
ବିଜ୍ଞାନ-ବିଭୂତି
ଜୀବନ-ତୃଷ୍ଣା ମଣିଷକୁ ନିୟତ ହିଁ ଜୀବନର ବାଧା ଅପସାରଣ ଓ ସହାୟ-ସମ୍ପଦ ବୃଦ୍ଧିର ଚେଷ୍ଟାରେ ଉଦ୍ୟତ କରି ରଖେ । ଜୀବନର ପ୍ରଧାନ ଅନ୍ତରାୟ ହେଲା ଅଜ୍ଞତା-ଜନିତ ଅକ୍ଷମତା। ଜଗତରେ ପଦେ-ପଦେ ଦଶଦିଗରୁ ଜୀବନର ପରିପନ୍ଥୀ ଶକ୍ତି ଆସି ଅସ୍ତିତ୍ୱଉପରେ ଆକ୍ରମଣ କରି ତାହାକୁ ବିବ୍ରତ ଓ ବିଧ୍ୱସ୍ତ…
ଦୀକ୍ଷା ଦିଅନ୍ତି ଶ୍ରୀଶ୍ରୀଠାକୁର
ଦୁର୍ଗାନାଥ ସାନ୍ନ୍ୟାଲ୍ ଥରେ ମୋତେ ଗୋଟିଏ ଗଳ୍ପ କହିଥିଲେ । ସେତେବେଳେ ମୋ ବୟସ କମ୍ । ଏକ ସମୟରେ ଠାକୁରଙ୍କ ଘରେ ସେ (ଦୁର୍ଗାନାଥ ସାନ୍ନ୍ୟାଲ) ଓ ଅନନ୍ତ ମହାରାଜ ସାରା ରାତି ବସି ନାମ କରୁଥାନ୍ତି । ଠାକୁର ଶୋଇଥାନ୍ତି । ସେମାନେ ବି ତାହା ହିଁ ଭାବୁଥାନ୍ତି । ନାମ କରୁ କରୁ ଯେଉଁ…
ଆଲୋକ-ବର୍ତ୍ତିକା
ପିଲାମାନେ ବାପାମା’ଙ୍କ ସହିତ ସବୁକଥା ଶେୟାର କରିବା ଦରକାର
ଦିନ ସାଢ଼େ ଏଗାରଟା ପରେ ପୂଜନୀୟ ବାବାଇଦା ଗ୍ରାଫିକ୍ସକୁ ଆସିଛନ୍ତି । କଲିକତା ବେଲଘରିଆରୁ ଆଗତ ସସ୍ତ୍ରୀକ ଶ୍ରୀ ଅଚିନ୍ତ୍ୟ ବିଶ୍ୱାସଦା। ତାଙ୍କ ଇଲାକାରେ ଶ୍ରୀଶ୍ରୀଠାକୁରଙ୍କର ଉତ୍ସବ କଥା ତାଙ୍କୁ ନିବେଦନ କରି ସେ ସମ୍ବନ୍ଧରେ…
ଶ୍ରୀଶ୍ରୀଠାକୁରଙ୍କ ଦିବ୍ୟଜୀବନ ଓ ଦର୍ଶନ
ସାଧାରଣ ମଣିଷର ଜୀବନ ଓ କର୍ମ ଜନ୍ମମୃତ୍ୟୁର ନିର୍ଦ୍ଦିଷ୍ଟ ପରିଧି ମଧ୍ୟରେ ନିବଦ୍ଧ । କିନ୍ତୁ ପରମ ପୁରୁଷ ବା ପୁରୁଷୋତ୍ତମଙ୍କର ଜୀବନ ଅଖଣ୍ଡ, ଅବିଚ୍ଛେଦ୍ୟ ଓ ଚିରନ୍ତନ । ଏହି ମହାନ୍ ଶାଶ୍ୱତ ଜୀବନର ମହତ୍ତ୍ୱ ସହସ୍ର ସହସ୍ର ବର୍ଷର ବ୍ୟବଧାନ ପରେ ମଧ୍ୟ ଭକ୍ତ ତଥା ଈଶ୍ୱରବିଶ୍ୱାସୀ ମଣିଷ…
ଶ୍ରୀଶ୍ରୀଠାକୁରଙ୍କ ବାଣୀ
ପଂକ୍ତି-ଭୋଜନ ନ କରିବା ହିଁ ଭଲ,
ଯଦି ବି କେଉଁଠି କରିବାକୁ ହୁଏ—
ଏତେଟା ଦୂରତ୍ୱ ଅବଲମ୍ବନ କରିବା ଉଚିତ
ଯାହାଦ୍ୱାରା ଅନ୍ୟର ଛିଙ୍କ, କାଶ, ଛେପ
ତୁମ ଭିତରେ ପରିବେଷିତ ନ ହୁଏ;
ସବୁ ସମୟରେ ହିଁ
ସଦାଚାରର ସାର୍ଥକ ବ୍ୟବହାରରେ
ଯେତେ ହିଁ ଦକ୍ଷ ହୋଇ ଉଠିବ—
ଦୁଷ୍ଟ…
ଜାତିସ୍ମରତ୍ବ ପ୍ରସଙ୍ଗେ ଶ୍ରୀଶ୍ରୀଠାକୁର
ଆର୍ଯ୍ୟ ଋଷିମାନଙ୍କର ଦର୍ଶନଲବ୍ଧ ଜ୍ଞାନ କହେ, ପ୍ରତିଟି ଜୀବର ଚେତନସତ୍ତା ବା ଜୀବାତ୍ମା ଅମର ଏବଂ ଅବିନାଶୀ । ଗୀତାରେ ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି– “ନ ଜାୟତେ ମ୍ରିୟତେ ବା କଦାଚିତ୍ ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ/ ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ ନ ହନ୍ୟତେ ହନ୍ୟମାନେ ଶରୀରେ” ।…
ଅବଶ୍ୟ ପାଳନୀୟ ସଦାଚାର ଓ ବଞ୍ଚିବା-ବଢ଼ିବାର ଆଚରଣ
୧. ଫଳ, ମୂଳ, ପନିପରିବା ବା ଯେଉଁ ସମସ୍ତ ଦ୍ରବ୍ୟ ସିଦ୍ଧ ଅଥବା ରୌଦ୍ରତପ୍ତ ନ କରି ବ୍ୟବହାର କରାଯାଇପାରେ, ତାହା ଉପଯୁକ୍ତ ପ୍ରକାରେ ନ ଧୋଇ କେବେ ବି ଗ୍ରହଣ କରନାହିଁ– କାରଣ, ଅନେକ ଦୁଷ୍ଟ ଜୀବାଣୁ ଏହା ସହିତ ବାହିତ ହୋଇ ତୁମଠାରେ ସଂକ୍ରମିତ ହୋଇ ତୁମକୁ ଏବଂ ତୁମର ପରିବାରକୁ ବିଧ୍ୱସ୍ତ କରି…
ଇଷ୍ଟାନୁସରଣ ଓ ଆତ୍ମବିଶ୍ଳେଷଣ
ମଣିଷ ମାତ୍ରେ ହିଁ ନିଜ ମଙ୍ଗଳର ପିଆସୀ ଓ ପ୍ରୟାସୀ । ମଣିଷର ଆକାଂକ୍ଷିତ ମଙ୍ଗଳ ତା’ର ଅଭ୍ୟସ୍ତ ସଂସ୍କାରର ଅନ୍ତରାଳରେ ଥାଏ । ପୁରୁଷୋତ୍ତମ ହିଁ ହେଉଛନ୍ତି ମଣିଷର ଇଷ୍ଟ ଓ ମୂର୍ତ୍ତ ମଙ୍ଗଳର ପ୍ରତୀକ । ତାଙ୍କୁ ନିଃସର୍ତ୍ତଭାବରେ ଅନୁସରଣ କରିବା ଭିତରଦେଇ ମଣିଷର ବିଚ୍ଛିନ୍ନ ଜୀବନ ଓ ଜଗତର…
ସୁସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଲାଭର ଉପାୟ
“ଶରୀରମାଦ୍ୟଂ ଖଳୁ ଧର୍ମସାଧନମ୍”– ତେଣୁ ସବୁ ସମୟରେ ସୁସ୍ଥ, ସହନପଟୁ ଓ ଦୀର୍ଘାୟୁ ହେବାର ଏହି ବହୁମୂଲ୍ୟ ନୀତିଗୁଡ଼ିକ ପାଳନ କରିବାକୁ ସଚେଷ୍ଟ ହେବ ।
୧- ଇଷ୍ଟଙ୍କ ଠାରେ ସହଜ ଆପ୍ରାଣତା, ତଚ୍ଚିତ୍ତପରାୟଣତା ଓ ତତ୍ପରନିଷ୍ଠ ହୋଇ ତତ୍ସ୍ୱାର୍ଥପରାୟଣତା ।
୨- ପାରିପାର୍ଶ୍ବିକ ସେବା,…
ଶ୍ରୀଶ୍ରୀଠାକୁରଙ୍କର ବାଣୀ
ବ୍ୟବହାରଯୋଗ୍ୟ କୌଣସି ବସ୍ତୁ ପ୍ରସ୍ତୁତି ସମୟରେ
ବିଶେଷତଃ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତି ସମୟରେ
ନିଜର ଶରୀର,
ହାତ, ଗୋଡ଼, ମୁହଁ, ନାକ ଇତ୍ୟାଦି
ବିଶେଷ ଭାବରେ ପରିଷ୍କାର-ପରିଚ୍ଛନ୍ନ କରି
ତାହା କରିବାକୁ ଯାଅ,
ତୁମର ପରିଧାନର ପରିଚ୍ଛଦ
ଏପରି ପରିଚ୍ଛନ୍ନ ହେବା ଦରକାର —…
ଇଷ୍ଟାନୁସରଣ ଓ ଆତ୍ମବିଶ୍ଳେଷଣ
ମଣିଷ ମାତ୍ରେ ହିଁ ନିଜ ମଙ୍ଗଳର ପିଆସୀ ଓ ପ୍ରୟାସୀ । ମଣିଷର ଆକାଂକ୍ଷିତ ମଙ୍ଗଳ ତା’ର ଅଭ୍ୟସ୍ତ ସଂସ୍କାରର ଅନ୍ତରାଳରେ ଥାଏ । ପୁରୁଷୋତ୍ତମ ହିଁ ହେଉଛନ୍ତି ମଣିଷର ଇଷ୍ଟ ଓ ମୂର୍ତ୍ତ ମଙ୍ଗଳର ପ୍ରତୀକ । ତାଙ୍କୁ ନିଃସର୍ତ୍ତଭାବରେ ଅନୁସରଣ କରିବା ଭିତରଦେଇ ମଣିଷର ବିଚ୍ଛିନ୍ନ ଜୀବନ ଓ ଜଗତର…
ସେବାର ପରିଭାଷା
“ମା’ ସମସ୍ତଙ୍କୁ ଭାତ-ଡାଲି ଚକଟି ଗୁଳାଏ ଲେଖାଁ ହାତରେ ଧରାଇ ଦେଉଥିଲେ । ଏତେ କମ୍ ଖାଇ ବି ସମସ୍ତେ ବେଶ୍ ସୁସ୍ଥ ଥିଲେ । କେତେ କାମ କରିପାରୁଥିଲେ । ଆଗଭଳିଆ କାମ ଆଉ ଏବେ ହେଉନାହିଁ । ସେତେବେଳେ ରାତିରେ କାମ ଜୋରସୋରରେ ଚାଲୁଥିଲା । ସନ୍ଧ୍ୟା ଆଗରୁ ସବୁ ଆଲୁଅ ଜଳାଇ…
ପରମଗତି ଲାଗି ପ୍ରାର୍ଥନା
ମହାମାରୀ କୋଭିଡ୍-୧୯ର କରାଳ ଛାୟା ଭିତରେ ୨୦୨୦ ମସିହା ପରମପିତାଙ୍କ ଦୟାରୁ ଆମେ ଅତିକ୍ରମ କରିଛୁ। ଏହି ବର୍ଷକ ଭିତରେ ବୟସାଧିକ୍ୟ ତଥା ନାନା କାରଣରୁ ଆମେ ଆମର ଅନେକ ପ୍ରବୀଣ କର୍ମୀଙ୍କୁ ହରାଇଛୁ। ‘ତର୍ପଣ’ ପରିବାର ସେମାନଙ୍କୁ ସଶ୍ରଦ୍ଧ ପ୍ରଣତି ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ…