Browsing Category

2021

ଆଲୋକ-ବର୍ତ୍ତିକା

ପିଲାମାନେ ବାପାମା’ଙ୍କ ସହିତ ସବୁକଥା ଶେୟାର କରିବା ଦରକାର ଦିନ ସାଢ଼େ ଏଗାରଟା ପରେ ପୂଜନୀୟ ବାବାଇଦା ଗ୍ରାଫିକ୍ସକୁ ଆସିଛନ୍ତି । କଲିକତା ବେଲଘରିଆରୁ ଆଗତ ସସ୍ତ୍ରୀକ ଶ୍ରୀ ଅଚିନ୍ତ୍ୟ ବିଶ୍ୱାସଦା। ତାଙ୍କ ଇଲାକାରେ ଶ୍ରୀଶ୍ରୀଠାକୁରଙ୍କର ଉତ୍ସବ କଥା ତାଙ୍କୁ ନିବେଦନ କରି ସେ ସମ୍ବନ୍ଧରେ…

ଆଶୀର୍ବଚନ

ଜୟଗୁରୁ। ସମସ୍ତଙ୍କୁ ମୁଁ ଆନ୍ତରିକ ଶ୍ରଦ୍ଧା, ପ୍ରୀତି, ଆଉ ଶୁଭେଚ୍ଛା ଜଣାଉଛି। ଓଡ଼ିଆ ମୋର ମାତୃଭାଷା ନୁହେଁ ! ଆପଣମାନଙ୍କ ସାନ୍ନିଧ୍ୟରେ ହିଁ ଯେତିକି ସମ୍ଭବ ଏହି ଭାଷା ମୁଁ ଆୟତ୍ତ କରିବାକୁ ଚେଷ୍ଟା କରିଛି। ତେଣୁ, ଭାଷାଗତ ତ୍ରୁଟି ଆପଣମାନେ କ୍ଷମାଦୃଷ୍ଟିରେ ଦେଖିବେ। ସମସ୍ତେ ମୋର…

ଶ୍ରୀଶ୍ରୀଠାକୁରଙ୍କ ଦିବ୍ୟଜୀବନ ଓ ଦର୍ଶନ

ସାଧାରଣ ମଣିଷର ଜୀବନ ଓ କର୍ମ ଜନ୍ମମୃତ୍ୟୁର ନିର୍ଦ୍ଦିଷ୍ଟ ପରିଧି ମଧ୍ୟରେ ନିବଦ୍ଧ । କିନ୍ତୁ ପରମ ପୁରୁଷ ବା ପୁରୁଷୋତ୍ତମଙ୍କର ଜୀବନ ଅଖଣ୍ଡ, ଅବିଚ୍ଛେଦ୍ୟ ଓ ଚିରନ୍ତନ । ଏହି ମହାନ୍ ଶାଶ୍ୱତ ଜୀବନର ମହତ୍ତ୍ୱ ସହସ୍ର ସହସ୍ର ବର୍ଷର ବ୍ୟବଧାନ ପରେ ମଧ୍ୟ ଭକ୍ତ ତଥା ଈଶ୍ୱରବିଶ୍ୱାସୀ ମଣିଷ…

ଶ୍ରୀଶ୍ରୀଠାକୁରଙ୍କ ବାଣୀ

ପଂକ୍ତି-ଭୋଜନ ନ କରିବା ହିଁ ଭଲ, ଯଦି ବି କେଉଁଠି କରିବାକୁ ହୁଏ— ଏତେଟା ଦୂରତ୍ୱ ଅବଲମ୍ବନ କରିବା ଉଚିତ ଯାହାଦ୍ୱାରା ଅନ୍ୟର ଛିଙ୍କ, କାଶ, ଛେପ ତୁମ ଭିତରେ ପରିବେଷିତ ନ ହୁଏ; ସବୁ ସମୟରେ ହିଁ ସଦାଚାରର ସାର୍ଥକ ବ୍ୟବହାରରେ ଯେତେ ହିଁ ଦକ୍ଷ ହୋଇ ଉଠିବ— ଦୁଷ୍ଟ…

ଜାତିସ୍ମରତ୍ବ ପ୍ରସଙ୍ଗେ ଶ୍ରୀଶ୍ରୀଠାକୁର

ଆର୍ଯ୍ୟ ଋଷିମାନଙ୍କର ଦର୍ଶନଲବ୍ଧ ଜ୍ଞାନ କହେ, ପ୍ରତିଟି ଜୀବର ଚେତନସତ୍ତା ବା ଜୀବାତ୍ମା ଅମର ଏବଂ ଅବିନାଶୀ । ଗୀତାରେ ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି– “ନ ଜାୟତେ ମ୍ରିୟତେ ବା କଦାଚିତ୍ ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ/ ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ ନ ହନ୍ୟତେ ହନ୍ୟମାନେ ଶରୀରେ” ।…

ଅବଶ୍ୟ ପାଳନୀୟ ସଦାଚାର ଓ ବଞ୍ଚିବା-ବଢ଼ିବାର ଆଚରଣ

୧. ଫଳ, ମୂଳ, ପନିପରିବା ବା ଯେଉଁ ସମସ୍ତ ଦ୍ରବ୍ୟ ସିଦ୍ଧ ଅଥବା ରୌଦ୍ରତପ୍ତ ନ କରି ବ୍ୟବହାର କରାଯାଇପାରେ, ତାହା ଉପଯୁକ୍ତ ପ୍ରକାରେ ନ ଧୋଇ କେବେ ବି ଗ୍ରହଣ କରନାହିଁ– କାରଣ, ଅନେକ ଦୁଷ୍ଟ ଜୀବାଣୁ ଏହା ସହିତ ବାହିତ ହୋଇ ତୁମଠାରେ ସଂକ୍ରମିତ ହୋଇ ତୁମକୁ ଏବଂ ତୁମର ପରିବାରକୁ ବିଧ୍ୱସ୍ତ କରି…

ଇଷ୍ଟାନୁସରଣ ଓ ଆତ୍ମବିଶ୍ଳେଷଣ

ମଣିଷ ମାତ୍ରେ ହିଁ ନିଜ ମଙ୍ଗଳର ପିଆସୀ ଓ ପ୍ରୟାସୀ । ମଣିଷର ଆକାଂକ୍ଷିତ ମଙ୍ଗଳ ତା’ର ଅଭ୍ୟସ୍ତ ସଂସ୍କାରର ଅନ୍ତରାଳରେ ଥାଏ । ପୁରୁଷୋତ୍ତମ ହିଁ ହେଉଛନ୍ତି ମଣିଷର ଇଷ୍ଟ ଓ ମୂର୍ତ୍ତ ମଙ୍ଗଳର ପ୍ରତୀକ । ତାଙ୍କୁ ନିଃସର୍ତ୍ତଭାବରେ ଅନୁସରଣ କରିବା ଭିତରଦେଇ ମଣିଷର ବିଚ୍ଛିନ୍ନ ଜୀବନ ଓ ଜଗତର…

ସୁସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଲାଭର ଉପାୟ

“ଶରୀରମାଦ୍ୟଂ ଖଳୁ ଧର୍ମସାଧନମ୍”– ତେଣୁ ସବୁ ସମୟରେ ସୁସ୍ଥ, ସହନପଟୁ ଓ ଦୀର୍ଘାୟୁ ହେବାର ଏହି ବହୁମୂଲ୍ୟ ନୀତିଗୁଡ଼ିକ ପାଳନ କରିବାକୁ ସଚେଷ୍ଟ ହେବ । ୧- ଇଷ୍ଟଙ୍କ ଠାରେ ସହଜ ଆପ୍ରାଣତା, ତଚ୍ଚିତ୍ତପରାୟଣତା ଓ ତତ୍ପରନିଷ୍ଠ ହୋଇ ତତ୍ସ୍ୱାର୍ଥପରାୟଣତା । ୨- ପାରିପାର୍ଶ୍ବିକ ସେବା,…

ଶ୍ରୀଶ୍ରୀଠାକୁରଙ୍କର ବାଣୀ

ବ୍ୟବହାରଯୋଗ୍ୟ କୌଣସି ବସ୍ତୁ ପ୍ରସ୍ତୁତି ସମୟରେ ବିଶେଷତଃ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତି ସମୟରେ ନିଜର ଶରୀର, ହାତ, ଗୋଡ଼, ମୁହଁ, ନାକ ଇତ୍ୟାଦି ବିଶେଷ ଭାବରେ ପରିଷ୍କାର-ପରିଚ୍ଛନ୍ନ କରି ତାହା କରିବାକୁ ଯାଅ, ତୁମର ପରିଧାନର ପରିଚ୍ଛଦ ଏପରି ପରିଚ୍ଛନ୍ନ ହେବା ଦରକାର —…

ଇଷ୍ଟାନୁସରଣ ଓ ଆତ୍ମବିଶ୍ଳେଷଣ

ମଣିଷ ମାତ୍ରେ ହିଁ ନିଜ ମଙ୍ଗଳର ପିଆସୀ ଓ ପ୍ରୟାସୀ । ମଣିଷର ଆକାଂକ୍ଷିତ ମଙ୍ଗଳ ତା’ର ଅଭ୍ୟସ୍ତ ସଂସ୍କାରର ଅନ୍ତରାଳରେ ଥାଏ । ପୁରୁଷୋତ୍ତମ ହିଁ ହେଉଛନ୍ତି ମଣିଷର ଇଷ୍ଟ ଓ ମୂର୍ତ୍ତ ମଙ୍ଗଳର ପ୍ରତୀକ । ତାଙ୍କୁ ନିଃସର୍ତ୍ତଭାବରେ ଅନୁସରଣ କରିବା ଭିତରଦେଇ ମଣିଷର ବିଚ୍ଛିନ୍ନ ଜୀବନ ଓ ଜଗତର…

ସେବାର ପରିଭାଷା

“ମା’ ସମସ୍ତଙ୍କୁ ଭାତ-ଡାଲି ଚକଟି ଗୁଳାଏ ଲେଖାଁ ହାତରେ ଧରାଇ ଦେଉଥିଲେ । ଏତେ କମ୍ ଖାଇ ବି ସମସ୍ତେ ବେଶ୍ ସୁସ୍ଥ ଥିଲେ । କେତେ କାମ କରିପାରୁଥିଲେ । ଆଗଭଳିଆ କାମ ଆଉ ଏବେ ହେଉନାହିଁ । ସେତେବେଳେ ରାତିରେ କାମ ଜୋରସୋରରେ ଚାଲୁଥିଲା । ସନ୍ଧ୍ୟା ଆଗରୁ ସବୁ ଆଲୁଅ ଜଳାଇ…

ପରମଗତି ଲାଗି ପ୍ରାର୍ଥନା

ମହାମାରୀ କୋଭିଡ୍-୧୯ର କରାଳ ଛାୟା ଭିତରେ ୨୦୨୦ ମସିହା ପରମପିତାଙ୍କ ଦୟାରୁ ଆମେ ଅତିକ୍ରମ କରିଛୁ। ଏହି ବର୍ଷକ ଭିତରେ ବୟସାଧିକ୍ୟ ତଥା ନାନା କାରଣରୁ ଆମେ ଆମର ଅନେକ ପ୍ରବୀଣ କର୍ମୀଙ୍କୁ ହରାଇଛୁ। ‘ତର୍ପଣ’ ପରିବାର ସେମାନଙ୍କୁ ସଶ୍ରଦ୍ଧ ପ୍ରଣତି ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ…